ମନୋରଞ୍ଜନ

ବଲିଉଡ୍‌ ଅଭିନେତା କାର୍ତ୍ତିକ୍‌ ଆର୍ୟନ୍‌ଙ୍କ ଅଭିନୀତ ‘ଭୁଲ୍‌ ଭୁଲୈୟା-୨’ ୨୦୨୨ରେ ରିଲିଜ୍ ହୋଇଥିଲା

ବଲିଉଡ୍‌ ଅଭିନେତା କାର୍ତ୍ତିକ୍‌ ଆର୍ୟନ୍‌ଙ୍କ ଅଭିନୀତ ‘ଭୁଲ୍‌ ଭୁଲୈୟା-୨’ ୨୦୨୨ରେ ରିଲିଜ୍ ହୋଇଥିଲା। ଫିଲ୍ମରେ କାର୍ତ୍ତିକ୍‌ଙ୍କ ସହ କିଆରା ଆଡଭାନୀ ଓ ତବୁ କାମ କରିଥିଲେ। ଇତିମଧ୍ୟରେ ‘ଭୁଲ୍‌ଭୁଲୈୟା-୩’ ଫିଲ୍ମ ଆସିବ ବୋଲି ଘୋଷଣା କରାଯାଇଛି।

ଫିଲ୍ମର ହିରୋ ଭାବେ କାର୍ତ୍ତିକ୍‌ଙ୍କୁ ଫାଇନାଲ୍ କରାଯାଇଛି। ଏହାର ନିର୍ଦ୍ଦେଶନା ଦେବେ ଅନିସ୍‌ ବଜ୍‌ମୀ।ଏହି ଫିଲ୍ମରେ ବିଦ୍ୟା ବାଲାନ୍‌ ମଧ୍ୟ ଅଭିନୟ କରିବେ। ପୁଣି ଥରେ ଦର୍ଶକେ ବିଦ୍ୟାଙ୍କୁ ମଞ୍ଜୁଲିକା ଭୂମିକାରେ ଦେଖିବେ।

Related Articles

Back to top button