ମନୋରଞ୍ଜନ

ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭେଟ୍ଟାଇୟାନ୍’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି

ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭେଟ୍ଟାଇୟାନ୍’ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ। ଏହି ସମୟରେ ଫିଲ୍ମକୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି।

ଏହି ଗୁଜବ ଯୋଗୁଁ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।ଏହି ଚଳଚ୍ଚିତ୍ରରେ ଅଭିନେତା ରାଣା ଡଗ୍ଗୁବାତୀଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com