ଜାତୀୟ

ଡେନିସ୍ ଶିମିହଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ବିଶ୍ୱ ନେତା” ବୋଲି ସମ୍ବୋଧିତ କରି କହିଛନ୍ତି

ଡେନିସ୍ ଶିମିହଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ “ବିଶ୍ୱ ନେତା” ବୋଲି ସମ୍ବୋଧିତ କରି କହିଛନ୍ତି, ଭାରତକୁ ଅନୁରୋଧ, ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ୟୁକ୍ରେନକୁ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସହାୟତା କରନ୍ତୁ, ଛାତ୍ରଛାତ୍ରୀଙ୍କୁ ପୂର୍ବପରି ପାଠ ପଢିବାକୁ ୟୁକ୍ରେନ ପଠାନ୍ତୁ।

ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଶିମିହଲ ଭାରତକୁ ୟୁକ୍ରେନର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଭାଗିଦାରୀ ବୋଲି କହିଛନ୍ତି।

Related Articles

Back to top button