ରାଜନୀତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଏନଡିଏ ସହ ସରକାର ଗଢି ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଏନଡିଏ ସହ ସରକାର ଗଢି ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିହାରର ଏହି ରାଜନୈତିକ ହଲଚଲ ଉପରେ ପୂର୍ବତନ ଅଖିଳେଶ ଭାଜପାକୁ ଟାର୍ଗେଟ କରିଛନ୍ତି।

ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଜନସାଧାରଣ ଏହାକୁ ଉପଯୁକ୍ତ ଜବାବ ଦେବେ। ଜଣେ ବ୍ୟକ୍ତି ଭାବରେ ଏହାଠାରୁ ବଡ଼ ପରାଜୟ ଆଉ କିଛି ହୋଇପାରିବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com