Featuredଜାତୀୟ

ହିନ୍ଦୀ ଭାଷାକୁ ନେଇ ପୁଣି ଏକ ପ୍ରତିକ୍ରିୟା ରଖିଛନ୍ତି ରାଜ ଠାକରେ

ହିନ୍ଦୀ ଭାଷାକୁ ନେଇ ପୁଣି ଏକ ପ୍ରତିକ୍ରିୟା ରଖିଛନ୍ତି ରାଜ ଠାକରେ । ବିଶ୍ବ ମରାଠୀ ସମ୍ମିଳନୀରେ ରାଜ ଠାକରେ ହିନ୍ଦୀ ଭାଷାକୁ ନେଇ ନେଇ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି କି, ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ ।

ସେ କହିଛନ୍ତି କି, ମରାଠୀ ବିଷୟ ପାଇଁ ମୋତେ ଜେଲ ଯିବାକୁ ପଡ଼ିଛି । ମୁଁ ଜଣେ ସଚ୍ଚା ମରାଠୀ । କିନ୍ତୁ ଯେତେବେଳେ ମହାରାଷ୍ଟ୍ରରେ କୌଣସି ଲୋକ ମରାଠୀ ବଦଳରେ ହିନ୍ଦୀ କଥା ବାର୍ତ୍ତା କରେ ମୋତେ ବିରକ୍ତ ଲାଗେ । ଭାଷାର କୌଣସି ବିରୋଧ ନାହିଁ । କିନ୍ତୁ ହିନ୍ଦୀ ଭାଷା ରାଷ୍ଟ୍ରୀୟ ଭାଷା ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com