ଜାତୀୟ

ସରକାର ପାନ ମସଲା, ଗୁଟଖା ଏବଂ ଏହିଭଳି ତମ୍ବାକୁ ଉତ୍ପାଦନକାରୀମାନଙ୍କୁ ପଞ୍ଜୀକରଣ ଏବଂ ମାସିକ ରିଟର୍ଣ୍ଣ ଦାଖଲ କରିବା ପାଇଁ ବିଶେଷ ପ୍ରକ୍ରିୟାର ଇପ୍ଲିମେଣ୍ଟେସନର ସମୟ ସୀମାକୁ ୧୫ ମେ ପର୍ଯ୍ୟନ୍ତ ବଢାଇଛନ୍ତି

ସରକାର ପାନ ମସଲା, ଗୁଟଖା ଏବଂ ଏହିଭଳି ତମ୍ବାକୁ ଉତ୍ପାଦନକାରୀମାନଙ୍କୁ ପଞ୍ଜୀକରଣ ଏବଂ ମାସିକ ରିଟର୍ଣ୍ଣ ଦାଖଲ କରିବା ପାଇଁ ବିଶେଷ ପ୍ରକ୍ରିୟାର ଇପ୍ଲିମେଣ୍ଟେସନର ସମୟ ସୀମାକୁ ୧୫ ମେ ପର୍ଯ୍ୟନ୍ତ ବଢାଇଛନ୍ତି ।

ପରୋକ୍ଷ ଟିକସ ଏବଂ କଷ୍ଟମର କେନ୍ଦ୍ରୀୟ ବୋର୍ଡ ଏହା ପୂର୍ବରୁ ନୂଆ ପଞ୍ଜୀକରଣ ଏବଂ ମାସିକ ରିଟର୍ଣ୍ଣର ଦାଖଲ ପ୍ରକ୍ରିୟା ୧ ଏପ୍ରିଲ ୨୦୨୪ ଇପ୍ଲିମେଣ୍ଟେସନ କରିବା ଲାଗି ଜାନୁଆରୀରେ ଘୋଷଣା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com