କ୍ରୀଡ଼ା

ଆଇସିସିର ଏହି ନିଷ୍ପତ୍ତି ଶ୍ରୀଲଙ୍କା କ୍ରିକେଟ ପାଇଁ ଏକ ବଡ଼ ଖୁସି ଖବର

ଆଇସିସିର ଏହି ନିଷ୍ପତ୍ତି ଶ୍ରୀଲଙ୍କା କ୍ରିକେଟ ପାଇଁ ଏକ ବଡ଼ ଖୁସି ଖବର । ଶ୍ରୀଲଙ୍କା ଉପରେ ବ୍ୟାନ ଲାଗିବା କାରଣରୁ ପୁରୁଷ ଅଣ୍ଡର-୧୯ ବିଶ୍ୱକପକୁ ଶ୍ରୀଲଙ୍କାକୁ ଉଠାଇ ଦକ୍ଷିଣ ଆଫ୍ରିକାକୁ ନିଆଯାଇଥିଲା ।

ନିଲମ୍ବନ ବିରୋଧରେ ଗତ ନଭେମ୍ବର ମାସରେ ଶ୍ରୀଲଙ୍କା ଅପିଲ କରିଥିଲା । ଚଳିତ ମାସରେ ଆଇସିସି ସିଇଓ ଶ୍ରୀଲଙ୍କା ରାଷ୍ଟ୍ରପତି ଓ କ୍ରୀଡ଼ା ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ନିଲମ୍ବନ ହଟିବା ଆଶା ବଢ଼ିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com