ମନୋରଞ୍ଜନ
ସାଉଥ ସୁପରଷ୍ଟାର ସୂର୍ଯ୍ୟଙ୍କଠାରୁ ଛାଡ଼ପତ୍ର ନେବେ ପତ୍ନୀ ତଥା ଅଭିନେତ୍ରୀ ଜ୍ୟୋତିକା

ସାଉଥ ସୁପରଷ୍ଟାର ସୂର୍ଯ୍ୟଙ୍କଠାରୁ ଛାଡ଼ପତ୍ର ନେବେ ପତ୍ନୀ ତଥା ଅଭିନେତ୍ରୀ ଜ୍ୟୋତିକା। ଅଭିନେତ୍ରୀ ମୁମ୍ବାଇରେ ଘର କିଣି ରହିବା ଆରମ୍ଭ କରିଥିବାରୁ ଏଭଳି ଚର୍ଚ୍ଚା କରିଥିଲେ ଲୋକେ।
ଏବେ ଏସବୁ ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିକା। ଫିଲ୍ମରେ କାମ କରିବା ପାଇଁ ମୁଁ ମୁମ୍ବାଇ ଆସି ରହିବାକୁ ନିଷ୍ପତ୍ତି ନେଇଛି। ସୂର୍ଯ୍ୟଙ୍କଠାରୁ ଅଲଗା ହୋଇଥିବା ନେଇ ଯେଉଁ ସବୁ ଚର୍ଚ୍ଚା ଚାଲିଛି, ସେଥିରେ କୌଣସି ସତ୍ୟତା ନାହିଁ।