ଅନ୍ତର୍ଜାତୀୟ

ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦରଙ୍କୁ ମାଲେସିଆର ନୂଆ ରାଜା ଭାବରେ ଚୟନ କରାଯାଇଛି

ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦରଙ୍କୁ ମାଲେସିଆର ନୂଆ ରାଜା ଭାବରେ ଚୟନ କରାଯାଇଛି । ସେ ଆଜି ମାଲେସିଆର ୧୭ ତମ ରାଜା ଭାବରେ ଶପଥ ଗ୍ରହଣ କରିଛନ୍ତି ।

ବର୍ତ୍ତମାନର ରାଜା ଅଲ-ସୁଲତାନ ଅବଦୁଲ୍ଲା ଆଜି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ମାଲେସିଆରେ ରାଜାଙ୍କ ପଦ ଆନୁଷ୍ଠାନିକ, କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ଭଳି ପ୍ରମୁଖ ପଦବୀରେ ନିଯୁକ୍ତିରେ ଜଡିତ ଅଛନ୍ତି । ଦେଶରେ ଅସ୍ଥିରତା ହେତୁ ରାଜତନ୍ତ୍ର ଅଧିକ ଶକ୍ତିଶାଳୀ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com