ଅନ୍ତର୍ଜାତୀୟ

ଭୋଲୋଡିମିର ଜେଲେନସ୍କି ତାଙ୍କ ଜେନେରାଲ ଭାଲେରି ଜାଲୁଞ୍ଜନିଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି

ଭୋଲୋଡିମିର ଜେଲେନସ୍କି ତାଙ୍କ ଜେନେରାଲ ଭାଲେରି ଜାଲୁଞ୍ଜନିଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସେ ଏପରି କରିବାକୁ ମନା କରିଦେଇଛନ୍ତି।

ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ବରଖାସ୍ତ କରାଯିବ ବୋଲି ରାଷ୍ଟ୍ରପତି ଧମକ ଦେଇଛନ୍ତି। ଜାଲୁଞ୍ଜନ ୟୁକ୍ରେନରେ ବହୁତ ପ୍ରସିଦ୍ଧ ଏବଂ ସେ ଦୀର୍ଘ ଦିନ ଧରି ୟୁକ୍ରେନ ସେନାରେ ଜେନେରାଲ ପଦବୀରେ ରହିଆସିଛନ୍ତି। ସୂଚନା ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ଜେଲେନସ୍କି ତାଙ୍କ ସେନା ଜେନେରାଲଙ୍କ ଇସ୍ତଫା ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com