ଅନ୍ତର୍ଜାତୀୟ

ଦୁଇ ଶିଶୁଙ୍କୁ ହତ୍ୟା ଅଭିଯୋଗରେ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ତରେ ଦଣ୍ତିତ ହେବାକୁ ପଡିଛି

ନୃଶଂସ ବାପା। ପ୍ରେମିକା ପାଇଁ ଦୁଇ ନୀରିହ ପିଲାଙ୍କୁ ଛାତରୁ ପକାଇ ମାରିବାକୁ ବି ପଛାଇଲା ନାହିଁ। ଦୁଇ ଶିଶୁଙ୍କୁ ହତ୍ୟା ଅଭିଯୋଗରେ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ତରେ ଦଣ୍ତିତ ହେବାକୁ ପଡିଛି ।

ଚୀନ ଚୋଙ୍ଗକିଙ୍ଗର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇବର୍ଷ ପରେ ଉଭୟ ଦୋଷୀ ସାବ୍ୟସ୍ତ ହେବାପରେ ବିଷାକ୍ତ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି।

Related Articles

Back to top button