ଓଡ଼ିଶା

ସମ୍ବଲପୁରର ନୂତନ କ୍ୟାମ୍ପସର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁରର ନୂତନ କ୍ୟାମ୍ପସର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଆଇଏମ ସମ୍ବଲପୁରର ନୂତନ କ୍ୟାମ୍ପସ ଲାଗି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ଷ୍ଟାର୍ଟଅପ୍ କ୍ଷେତ୍ର ଲାଗି ଦେଶରେ ଏବେ ଚାଲିଛି ସୁବର୍ଣ୍ଣ ଯୁଗ । ଆଉ ଷ୍ଟାର୍ଟଅପର ପ୍ରସାର କ୍ଷେତ୍ରରେ ଦେଶରେ ଓଡ଼ିଶା ଉପରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Related Articles

Back to top button
WP Twitter Auto Publish Powered By : XYZScripts.com