ରାଜନୀତି

ସରପଂଚଙ୍କ ଦାବି ମାନିନେଲେ ସରକାର

ସରପଂଚଙ୍କ ଦାବି ମାନିନେଲେ ସରକାର । ପଂଚାୟତ ଫାଇଲ୍ରେ ଆଉ ରହିବନି ବିଡିଓଙ୍କ କାଉଁଟର ଦସ୍ତଖତ । କେନ୍ଦ୍ର ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗଙ୍କ ଅଧୀନସ୍ଥ ଯୋଜନାରେ ଯେଉଁ କାମ ପଂଚାୟତସ୍ତରରେ ହେବ ତାର ବିଲ୍ ମଞ୍ଜୁର ପାଇଁ ବିଡିଓଙ୍କ ଦସ୍ତଖତ ଆବଶ୍ୟକ ହେବ ନାହିଁ ।

ଏଣିକି ପଂଚାୟତରେ ଏହି ଯୋଜନାରେ ହେଉଥିବା ଏହି କାମ ପାଇଁ ସରପଂଚମାନଙ୍କୁ ଆର୍ଥିକ କ୍ଷମତା ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com