ଜାତୀୟ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି ।

କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏହାରି ଭିତରେ ସୂଚନା ମିଳୁଛି ଯେ ୱାନ୯୭ କମ୍ୟୁନିକେଶନ ଅର୍ଥାତ ପେଟିଏମ ନିଜର ୱାଲେଟ କାରବାର ମୁକେଶ ଅମ୍ବାନୀଙ୍କୁ ବିକ୍ରି କରିବାକୁ ଆଲୋଚନା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com