ଜାତୀୟ

ବିଧାନସଭାର ଆରମ୍ଭ ହୋଇଛି ବଜେଟ ଅଧିବେଶନ

ବିଧାନସଭାର ଆରମ୍ଭ ହୋଇଛି ବଜେଟ ଅଧିବେଶନ। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଅଧିବେଶନ। ରାଜ୍ୟରେ ମାଓହିଂସା କମିଥିବା କହିଛନ୍ତି ରାଜ୍ୟପାଳ।

ନକ୍ସଲ ପ୍ରଭାବିତ ଜିଲ୍ଲାସଂଖ୍ୟା ୨୧ରୁ ୧୦କୁ ହ୍ରାସ ହୋଇଛି। ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅନେକ ମାଓବାଦୀଙ୍କୁ ନିପାତ କରାଯାଇଛି ଓ ମାଓ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା ମିଳିଛି। ୩୨୦୦ ରୁ ଅଧିକ ମାଓବାଦୀ ମୁଖ୍ୟସ୍ରୋତକୁ ମଧ୍ୟ ଫେରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com