ଅନ୍ତର୍ଜାତୀୟ

ଆମେରିକା ବାଲଟିମୋରରେ ଦୁର୍ଘଟଣାଗସ୍ତ କାର୍ଗୋ ଜାହାଜରେ ଥିବା ଭାରତୀୟ କ୍ରୁ‘ଙ୍କ ପାଇଁ ବଡ଼ ବିପଦ ଟଳି ଯାଇଛି

ଆମେରିକା ବାଲଟିମୋରରେ ଦୁର୍ଘଟଣାଗସ୍ତ କାର୍ଗୋ ଜାହାଜରେ ଥିବା ଭାରତୀୟ କ୍ରୁ‘ଙ୍କ ପାଇଁ ବଡ଼ ବିପଦ ଟଳି ଯାଇଛି । ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।

ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

Related Articles

Back to top button
WP Twitter Auto Publish Powered By : XYZScripts.com