ଓଡ଼ିଶା

ରାଜ୍ୟରେ ଦାରିଦ୍ର୍ୟହାର କମିଛି ବୋଲି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି

ରାଜ୍ୟରେ ଦାରିଦ୍ର୍ୟହାର କମିଛି ବୋଲି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି । ୨୦୧୧- ୧୨ ମସିହାରେ ରାଜ୍ୟର ଦାରିଦ୍ର୍ୟହାର ୩୨ ଦଶମିକ ୬ ପ୍ରତିଶତ ଥିବାବେଳେ ୨୦୧୫-୧୬ରୁ ୨୦୧୮-୧୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୫ ଦଶମିକ ୬/୮ ପ୍ରତିଶତକୁ ହ୍ରାସ ପାଇଛି ।

ଗୃହକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଦାରିଦ୍ର୍ୟ ହାର କମାଇବା ପାଇଁ ୧୩ଟି ଯୋଜନା କାର୍ଯ୍ୟ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com