ଅନ୍ତର୍ଜାତୀୟ

ଘର କିଣିବା ନେଇ ରିଅଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କୁ ଜବରଦସ୍ତ ଅଫର ଦେଇଥାଏ

ଘର କିଣିବା ନେଇ ରିଅଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କୁ ଜବରଦସ୍ତ ଅଫର ଦେଇଥାଏ। ଏଥିରେ ଭାରୀ ଡିସକାଉଣ୍ଟ ସମେତ ଫ୍ରି ରେଜିଷ୍ଟ୍ରେଶନର ମଧ୍ୟ ସୁବିଧା ଥାଏ।

ଯାହାଦ୍ୱାରା ଗ୍ରାହକ ଏହି ଲୋଭନୀୟ ଡିସକାଉଣ୍ଟରେ ଆକୃଷ୍ଟ ହେବେ। କିନ୍ତୁ ନିକଟରେ କମ୍ପାନୀ ଏପରି ଏକ ଲୋଭନୀୟ ଅଫର ଦେଇଛି ଯାହାକୁ ଶୁଣି କେବଳ ଗ୍ରାହକ ନୁହେଁ ପୁରା ବିଶ୍ୱ ତାଜୁବ ହୋଇଯାଇଛି। ଏହି ଅଫର ରହିଛି, ‘ଘର କିଣନ୍ତୁ ସ୍ତ୍ରୀ ମାଗଣା ପାଆନ୍ତୁ’। ଏହି ଅଫର୍‌କୁ ନେଇ ଏବେ କମ୍ପାନୀକୁ ସମାଲୋଚନା ସହିବାକୁ ପଡିଛି।

Related Articles

Back to top button