ଜାତୀୟ

ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୁଲିସ ଦିଲ୍ଲୀରେ ପୁରସ୍କୃତ ହୋଇଛି

ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୁଲିସ ଦିଲ୍ଲୀରେ ପୁରସ୍କୃତ ହୋଇଛି। କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମ ‘ଫ୍ୟୁଚର କ୍ରାଇମ୍‌ ସମ୍ମିଳନୀ-୨୦୨୪’ ରେ ସାଇବର ଇନିସିଏଟିଭ୍‌ ବର୍ଗରେ ଏହି ପୁରସ୍କାର ପ୍ରାପ୍ତ ହୋଇଛି।

ଡିଜିପିଙ୍କ ତରଫରୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ମହମ୍ମଦ କେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com