ଓଡ଼ିଶା

କଟକ ସହର ଏବଂ ଏହାର ଉପକଣ୍ଠ ଜଗତପୁର ଓ ନୂଆପଡ଼ା ଅଞ୍ଚଳରେ ନକଲି କାରବାର ଥମିବାର ନାଁ ଧରୁନି

କଟକ ସହର ଏବଂ ଏହାର ଉପକଣ୍ଠ ଜଗତପୁର ଓ ନୂଆପଡ଼ା ଅଞ୍ଚଳରେ ନକଲି କାରବାର ଥମିବାର ନାଁ ଧରୁନି। ବାରମ୍ବାର ଚଢଉ ପରେ ବି ନୂଆ ନୂଆ ନକଲି କାରବାର ସାମନାକୁ ଆସୁଛି।

ନକଲି ଖାଦ୍ୟ ସାମଗ୍ରୀ ପରେ କଟକରେ ଏବେ ଓଜନ୍ ମେସିନ୍ ବି ନକଲି। କଟକ ନୂଆପଡ଼ା ଅଞ୍ଚଳରେ ଏକ ଘରେ ନିର୍ମାଣ କରାଯାଉଥିଲା ନକଲି ଓଜନ୍ ମେସିନ୍। ଏହି ନକଲି ଓଜନ୍ ମେସିନ୍ ବନାଯାଉଥିବା ବେଳେ ଚଢ଼ାଉ କରିଛି ଓଜନ ଓ ମାପ ବିଭାଗ। ବେଆଇନ ଭାବେ ଇଲକଟ୍ରୋନିକସ୍ ଓଜନ୍ ମେସିନ୍ ନିର୍ମାଣ କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com