ଓଡ଼ିଶା

ହନି ଟ୍ରାପ ମାମଲାରେ ଜଡିତ ଅର୍ଚ୍ଚନା ନାଗଙ୍କ ୨ଟି ଗାଡି ନିଲାମ ହେବ

ହନି ଟ୍ରାପ ମାମଲାରେ ଜଡିତ ଅର୍ଚ୍ଚନା ନାଗଙ୍କ ୨ଟି ଗାଡି ନିଲାମ ହେବ । ୨ଟି ଗାଡିର ଖର୍ଦ୍ଦି ମୂଲ୍ୟ ୫୬ ଲକ୍ଷ ଟଙ୍କା ଦର୍ଶାଯାଇଥିବା ସୂଚନା । ଗାଡି ନିଲାମ ପାଇଁ କୋର୍ଟରେ ଇଡି କଲା ଆବେଦନ ।

ଅର୍ଚ୍ଚନାଙ୍କ ଏହି ଗାଡି ୨ଟି ହେଉଛି ଥାର୍ ଓ ଏଣ୍ଡେଭର । ମନି ଲଣ୍ଡରିଂ ନେଇ ଚଢଉ ବେଳେ ୨ଟି ଗାଡି ଜବତ କରିଥଇଲା ଇଡି ।ବ୍ଲାକମେଲିଂ ଓ ହନିଟ୍ରାପ ମାମଲାରେ ୧୪ ମାସ ଜେଲ୍‌ରେ ଥିବା ଅର୍ଚ୍ଚନା ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲ୍‌ରୁ ବାହାରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com