ଓଡ଼ିଶା

ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଞ୍ଚଳରେ ଖୋଲା ଖୋଲି ମଦ୍ୟପାନ ଉପରେ ଚଢାଉ ଜାରିରଖିଛନ୍ତି

ଡିସିପିଙ୍କ ନିର୍ଦ୍ଦେଶ କ୍ରମେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଅଞ୍ଚଳରେ ଖୋଲା ଖୋଲି ମଦ୍ୟପାନ ଉପରେ ଚଢାଉ ଜାରିରଖିଛନ୍ତି।

କ୍ୟାପିଟାଲ ଥାନାକୁ ୮ ଜଣ , ଖଣ୍ଡଗିରି ଥାନା ୧୪ ଜଣ , କେଭିନଗର ଥାନାକୁ ୧୦ ଜଣ ଏବଂ ନୟାପାଲି ଥାନା ୬ ଜଣ ଖିଲାପକାରୀଙ୍କୁ ଉଠାଇ ନେଇଛି ପୋଲିସ। ସମୁଦାୟ ୩୮ ଜଣ ଖିଲାପକାରୀଙ୍କୁ ଉଠାଇ ନେଇଛି ପୋଲିସ। ରାଜଧାନୀରେ ଖୋଲାରେ ମଦ ପିଉଥିବା ମଦୁଆଙ୍କୁ ଧରାଇବା ପାଇଁ ହ୍ଵାଟ୍ସଆପ୍ ନମ୍ବର ଜାରି କରାଯାଇଛି ୭୦୭୭୭୯୮୧୧୧ ।

Related Articles

Back to top button
WP Twitter Auto Publish Powered By : XYZScripts.com