ରାଜନୀତି

କଂଗ୍ରେସ ଟିକେଟରୁ ଝାଡଖଣ୍ଡରୁ ରାଜ୍ୟସଭା ଯାଇଥିବା ସାଂସଦ ଧୀରଜ ସାହୁ ୧୫୦ କୋଟି ଟଙ୍କା ଉପରେ ଆୟକର ଜମା କରିଛନ୍ତି

କଂଗ୍ରେସ ଟିକେଟରୁ ଝାଡଖଣ୍ଡରୁ ରାଜ୍ୟସଭା ଯାଇଥିବା ସାଂସଦ ଧୀରଜ ସାହୁ ୧୫୦ କୋଟି ଟଙ୍କା ଉପରେ ଆୟକର ଜମା କରିଛନ୍ତି । କିଛିଦିନ ପୂର୍ବରୁ ତାଙ୍କ ଘରେ ଆୟକର ବିଭାଗ ଚଢାଉ କରି ୩୫୦ କୋଟି ଟଙ୍କା ଜବତ କରିଥିଲା ।

ଏହାପରେ ଏବେ ଧୀରଜ ସାହୁ ୧୫୦ କୋଟି ଟଙ୍କା ଉପରେ ଆୟକର ଜମା କରିଛନ୍ତି । କିଛିଦିନ ପୂର୍ବରୁ ଧୀରଜଙ୍କ ରାଞ୍ଚୀ ଓ ଲୋହରଦଗା ଠିକଣାରେ ଚଢାଉ କରି ନଗଦ ୩୫୦ କୋଟି ଟଙ୍କା ଜବତ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com