କ୍ରୀଡ଼ା

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଥିବାବେଳେ ଟିମ ଇଣ୍ଡିଆ ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରୁଛି

ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଥିବାବେଳେ ଟିମ ଇଣ୍ଡିଆ ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରୁଛି । ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୧୯୨ ରନରେ ଦୁଇଟି ଓ୍ବିକେଟ ହରାଇଥିବାବେଳେ ୩୨୨ ରନର ଲିଡରେ ରହିଛି ରୋହିତ ବାହିନୀ ।

ଜୟସ୍ବାଲ ଦ୍ବିତୀୟ ପାଳିରେ ଏକ ଦମଦାର ଶତକ ହାସଲ କରିଥିଲେ ସୁଦ୍ଧା ପଡ଼ିଆରେ ଦୀର୍ଘ ସମୟ ରହିପାରିନାହାନ୍ତି । ତାଙ୍କ ପିଠି ଏବଂ ଗୋଡ଼ରେ ଆଘାତ ଲାଗିଥିବାବେଳେ ରିଟାର୍ଡ ହଟ ହୋଇ ପାଭିଲିୟନକୁ ଫେରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com