ଜାତୀୟ

ମହାରାଷ୍ଟ୍ରରେ ବଳ ଗୋଟାଉଛି ଏନଡିଏ

ମହାରାଷ୍ଟ୍ରରେ ବଳ ଗୋଟାଉଛି ଏନଡିଏ । ଏନଡିଏରେ ସାମିଲ ହୋଇପାରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା । ମହାରାଷ୍ଟ୍ର ବିଜେପି ସଭାପତିଙ୍କ ସହ ରାଜ ଠାକରେଙ୍କ ରୁଦ୍ଧଦ୍ୱାର ବୈଠକ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଏ ଘଣ୍ଟାରୁ ଅଧିକ ସମୟ ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ତେବେ ଉଭୟ ପକ୍ଷରୁ ଏଯାଏଁ ଏନଡିଏରେ ରାଜ ଠାକରେ ସାମିଲ ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com