ଓଡ଼ିଶା

ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱ ଠାରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀର ଉଦଯାପନୀ ଦିବସ

ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱ ଠାରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀର ଉଦଯାପନୀ ଦିବସ। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ।

ମିଶନ ଶକ୍ତି କିପରି ମହିଳାଙ୍କୁ ଉଦ୍ଯୋଗୀ କରିବା ସହ ମାଆଙ୍କୁ ପରିଚୟ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ ସୁଜାତା । ଚଳିତ ବର୍ଷ ସର୍ବାଧିକ ପାସପୋର୍ଟ କରିଛନ୍ତି ମିଶନ ଶକ୍ତି ମହିଳା ।

Related Articles

Back to top button