ଜାତୀୟ

ଚାଷୀ ଆନ୍ଦୋଳନ ୨ ଦିନ ସ୍ଥଗିତ

ଚାଷୀ ଆନ୍ଦୋଳନ ୨ ଦିନ ସ୍ଥଗିତ। ହରିୟାଣା ଖନୌରୀ ବର୍ଡରରେ ଚାଷୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଚାଷୀଙ୍କ ମୃତ୍ଯୁ ଘଟିଛି। ଗୁଳିରେ ଯାଇଛି ଚାଷୀଙ୍କ ଜୀବନ।

ଗୁରୁତର ଅବସ୍ଥାରେ ପଟିଆଲା ହସ୍ପିଟାଲରେ ଚାଷୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଚାଷୀଙ୍କୁ ମଧ୍ଯ ଆହତ ଅବସ୍ଥାରେ ଅଣାଯାଇଥିଲା। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏମଏସପି ଗାରେଣ୍ଟି ନେଇ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ କରୁଥିଲେ ଚାଷୀ।

Related Articles

Back to top button