ଅନ୍ତର୍ଜାତୀୟ

ଦେହରେ ନିଆଁ ଲଗାଇ ନିଜକୁ ଜାଳି ଦେଲେ ସୈନିକ

ଦେହରେ ନିଆଁ ଲଗାଇ ନିଜକୁ ଜାଳି ଦେଲେ ସୈନିକ। ଦୂତାବାସ ଆଗରେ ଦେଲେ ଆତ୍ମାହୂତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଓ୍ୱାଶିଂଟନ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ।

ଆମେରିକା ବାୟୁସେନାର ଜଣେ ସୈନିକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଏହାର ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ କରିଛନ୍ତି। ଗାଜାରେ ପାଲେଷ୍ଟାଇନ୍‌ଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସେ ଏଭଳି କରିଥିବା ଜଣାପଡିଛି

Related Articles

Back to top button