ଓଡ଼ିଶା

ଚିନ୍ତା ବଢାଉଛି କଳାବାଘ

ଚିନ୍ତା ବଢାଉଛି କଳାବାଘ । ଇନ ବ୍ରିିଡିଂ ଯୋଗୁଁ ବଢୁଛି କଳା ବାଘଙ୍କ ସଂଖ୍ୟା । ତେବେ ସମାନ ବଂଶରେ ବାଘଙ୍କ ମଧ୍ୟେରେ ସଂପର୍କ ସ୍ଥାପନ ହେଲେ ତାକୁ ଇନ ବ୍ରିଡିଂ କୁହାଯାଏ ।

ଏହାଯୋଗୁଁ ବାଘଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କମିଯିବାର ଆଶଙ୍କା ରହିଛି । କଳାବାଘଙ୍କ ସଂଖ୍ୟ ରୋକିବା ପାଇଁ ଅନ୍ୟସ୍ଥାନରୁ ବାଘୁଣି ଆଣି ଶିମିଳିପାଳରେ ଛାଡିବାକୁ ଯୋଜନା କରୁଛି ବନବିଭାଗ । ଏଥିପାଇଁ ଏନଟିସିଏ ଏବଂ ୱାଇଲ୍ଡ଼ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com