ଓଡ଼ିଶାରାଜନୀତି

ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବ ମେଂଟ

ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବ ମେଂଟ ! ଆସନ୍ତା ୫ରେ ଓଡିଶା ଗସ୍ତରେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିପାରନ୍ତି । ମୋଦୀଙ୍କ ସମ୍ବଲପୁର ଗସ୍ତ ପର ଠାରୁ ମେଂଟ ଚର୍ଚ୍ଚା ଜୋର ଧରିଛି ।

ଏବଂ ଦିଲ୍ଲୀରେ ଶୀର୍ଷ ନେତୃତ୍ୱ ମଧ୍ୟରେ ଆସନ ବୁଝାମଣା ନେଇ ଅଙ୍କକଷା ଚାଲିଥିବା କୁହାଯାଉଛି। କିନ୍ତୁ ଏନେଇ ଉଭୟ ରାଜନୈତିକ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଯଦି ମେଂଟ ହୁଏ, ତେବେ କାହାକୁ କେତେ ଫାଇଦା ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com