ଓଡ଼ିଶା

ପ୍ରଥମ ଥର ପାଇଁ ଚାଷୀଙ୍କ ଜମିରେ ଡ୍ରୋନ ମାଧ୍ୟମରେ ସାର ଛିଞ୍ଚନ

ଜଗନ୍ନାଥସାଗରର ଭାରତୀୟ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ ପକ୍ଷରୁ ପ୍ରଥମ ଥର ପାଇଁ ଚାଷୀଙ୍କ ଜମିରେ ଡ୍ରୋନ ମାଧ୍ୟମରେ ସାର ଛିଞ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କୋରାପୁଟ ଜିଲ୍ଲାର ଜୟପୁର ବ୍ଲକର ମନପୁରିଆ ଗୁଡା ଗାଁ‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଅଧ୍ୟକ୍ଷ ଡ଼ଃ ପି ରାଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ୍ରୋନ ଛିଞ୍ଚନ କାର୍ଯ୍ୟକୁ ଉଦଘାଟନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com