ଓଡ଼ିଶା

ନନ୍ଦନକାନନରେ ଆରମ୍ଭ ହେଉଛି `ନାଇଟ ଆଉଟ ଆଟ୍ ଜୁ’

ନନ୍ଦନକାନନରେ ଆରମ୍ଭ ହେଉଛି `ନାଇଟ ଆଉଟ ଆଟ୍ ଜୁ’ । କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ । ୨୦ ଦର୍ଶକ ବୁଲିବାକୁ ବ୍ଯବସ୍ଥା କରାଯାଇଛି ।

ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି ନନ୍ଦନକାନନ ବୁଲିପାରିବେ । ଏଥିପାଇଁ ଜଣପିଛା ଟିକେଟ ମୂଲ୍ଯ ୨୫୦ ଟଙ୍କା ରହିଛି । ବ୍ଯାଟେରି ଗାଡିରେ ପର୍ଯ୍ୟଟକମାନେ ସଂଧ୍ୟା ସାଢ଼େ ୬ରୁ ରାତି ୮ଟା ଯାଏ ପ୍ରାଣୀ ଉଦ୍ଯାନ ବୁଲିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com