ଅନ୍ୟାନ୍ୟ

ବିବାହ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି

ବିବାହ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି । ଆଜି ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ବିବାହ କରିଛି । ଅନୁରାଧାକୁ ଅପରାଧ ଦୁନିଆର ‘ରିଭଲଭର ରାଣୀ’ ବୋଲି କୁହାଯାଏ ।

ବିବାହ ପାଇଁ କାଲା ସନ୍ଦୀପ ଜେଲ୍‌ରୁ ପାରୋଲରେ ଆସିଛି । ଏଥି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି । ବିବାହ ପାଇଁ ତାକୁ ୧୨ ମାର୍ଚ୍ଚରେ ଦିଲ୍ଲୀରେ ଓ ୧୩ ମାର୍ଚ୍ଚରେ ହରିୟାଣାର ସୋନିପତରେ ଗୃହପ୍ରବେଶ ପାଇଁ ୬ ଘଣ୍ଟାର ପାରୋଲ ମଞ୍ଜୁର କରିଛନ୍ତି କୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com