ଜାତୀୟ

କ୍ରାସ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ବିମାନ

କ୍ରାସ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ବିମାନ । ପରୀକ୍ଷଣର ୨୩ ବର୍ଷ ପରେ ପ୍ରଥମ ଥର ପାଇଁ କ୍ରେସ ହେଲା ତେଜସ୍ । ରାଜସ୍ଥାନର ଜୟସେଲମେରରେ ବିମାନଟି କ୍ରାସ ହୋଇଥିବା ଜଣାପଡିଛି ।

ମେଘଓ୍ବାଲ ଛାତ୍ରାବାସ ଉପରେ ବିମାନଟି ଖସି ପଡିଥିଲା । ପରେ ଏଥିରେ ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା । ତେବେ କ୍ରାସ ପୂର୍ବରୁ ଏଥିରେ ଥିବା ପାଇଲଟି ସୁରକ୍ଷିତ ଅବତରଣ କରିଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com