ଜାତୀୟ

ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି

ମିଳିତ ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତର ମାନ୍ୟତା ୨୦୨୨ ରେ ଗୋଟିଏ ସ୍ଥାନ ଉପରକୁ ଉଠି କରି ୧୯୩ ଟି ଦେଶ ମଧ୍ୟରୁ ୧୩୪ରେ ରହିଛି। ୨୦୨୧ରେ ୧୯୧ ଦେଶ ମଧ୍ୟରୁ ଭାରତ ୧୩୫ ଥିଲା।

ସେହିପରି ଲିଙ୍ଗ ଅସମାନତା ସୂଚକାଙ୍କ ୨୦୨୨ ରେ, ୦.୪୩୭ ସ୍କୋର ସହିତ ଭାରତ ୧୯୩ ଟି ଦେଶ ମଧ୍ୟରୁ ୧୦୮ ରେ ସ୍ଥାନରେରହିଛି। ଜିଆଇଆଇ-୨୦୨୧ ରେ ୦.୪୯୦ ସ୍କୋର ସହିତ ୧୯୧ ଦେଶ ମଧ୍ୟରୁ ଭାରତ ୧୨୨ରେ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com