କ୍ରୀଡ଼ା

ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି

ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି।

ତାଙ୍କୁ ସାର୍‌ ରିଚାର୍ଡ ହାଡଲି ପଦକ ମିଳିଛି। ସବୁଠାରୁ କମ୍‌ ବୟସର ଖେଳାଳି ଭାବେ ସେ ଏହି ପୁରସ୍କାର ଜିତି ଇତିହାସ ରଚିଛନ୍ତି। କେନ୍‌ ଓ୍ବିଲିୟମସନ ଟେଷ୍ଟ ମ୍ୟାଚ୍‌ରେ ଉଲ୍ଲେଖନୀୟ ଯୋଗଦାନକୁ ନେଇ ସର୍ବଶ୍ରେଷ୍ଠ ଟେଷ୍ଟ ଖେଳାଳି ଭାବେ ସମ୍ମାନିତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com