ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି କ୍ରୁ’ ପାଇଁ ଚର୍ଚ୍ଚା ଅଛନ୍ତି

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି କ୍ରୁ’ ପାଇଁ ଚର୍ଚ୍ଚା ଅଛନ୍ତି। ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ |

ଫିଲ୍ମର ଗୀତକୁ ନେଇ ଏବେ ଲୋକେ ଚର୍ଚ୍ଚା କରୁଥିବା ବେଳେ ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଖବର ମିଳିଛି ଯେ, କରୀନା ଖୁବ ଶୀଘ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Related Articles

Back to top button