ରାଜନୀତି

କଂଗ୍ରେସ ଚଲାଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ହୋଇଛି ଶେଷ

କଂଗ୍ରେସ ଚଲାଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ହୋଇଛି ଶେଷ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ହିଂସା, ଦ୍ବେଷର ସ୍ଥାନ ନାହିଁ । ଭାରତ ଭ୍ରାତୃତ୍ବ ବୋଧର ଦେଶ ।

୨ ମାସ ପୂର୍ବରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବା ପରେ ଆଜି ଶେଷ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com