ରାଜନୀତି

ଚଳିତ ନିର୍ବାଚନରୁ ଭୋଟର ପ୍ରାର୍ଥୀଙ୍କ ସବୁ ଅପରାଧିକ ରେକର୍ଡ ସମ୍ପର୍କରେ ଜାଣିପାରିବେ

ଚଳିତ ନିର୍ବାଚନରୁ ଭୋଟର ପ୍ରାର୍ଥୀଙ୍କ ସବୁ ଅପରାଧିକ ରେକର୍ଡ ସମ୍ପର୍କରେ ଜାଣିପାରିବେ । ଭୋଟରଙ୍କୁ ଅଧିକ ଶକ୍ତିଶାଳୀ କରିବା ଲାଗି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ କରାଯାଇଛି ନୋ ୟୁଓର କ୍ଯାଣ୍ଡିଡେଟ ଆପ୍ ।

ଏହି ଡିଜିଟାଲ ଆପ୍ଲିକେସନରେ ଭୋଟରମାନେ ପ୍ରାର୍ଥୀଙ୍କ ସମ୍ପର୍କରେ ସବୁକିଛି ଜାଣିପାରିବେ । ପ୍ରାର୍ଥୀଙ୍କ ଅପରାଧିକ କାର୍ଯ୍ୟକଳାପ, ମାମଲା, ସମ୍ପତ୍ତି ଆଦି ସମ୍ପର୍କରେ ଜାଣିପାରିବେ ଭୋଟର ।

Related Articles

Back to top button
WP Twitter Auto Publish Powered By : XYZScripts.com