ଅନ୍ତର୍ଜାତୀୟ

ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନୀ ଶରଣାର୍ଥୀ ମାନଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ

ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନୀ ଶରଣାର୍ଥୀ ମାନଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ବେଆଇନ ଆଫଗାନିସ୍ତାନ ପ୍ରବାସୀମାନଙ୍କ ରହୁଥିବା ସ୍ଥାନ ସବୁକୁ ଚିହ୍ନଟ କରାଯାଉଛି ।

ରମଜାନ ଶେଷ ହେବା ମାତ୍ରେ ଆଫଗାନିସ୍ତାନକୁ ଏକ ବଡ଼ ଝଟକା ଦେବାକୁ ଯାଉଛି ପାକିସ୍ତାନ। ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ପାକିସ୍ତାନ ଆସନ୍ତା ମାସରେ ନୂତନ ଉଦ୍ୟମ ଆରମ୍ଭ କରିବ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com