ଓଡ଼ିଶା

୫ ବନ୍ଧୁକ ସହ ମାଗାଜିନ,୨୪ ରାଉଣ୍ଡ ଗୁଳି ୨ ଜଣକୁ ଗିରଫ କଲା ପୋଲିସ

କମିଶନରେଟ ପୋଲିସ ହାତରେ କୁଖ୍ୟାତ ଅପରାଧୀ । ୫ ବନ୍ଧୁକ ସହ ମାଗାଜିନ,୨୪ ରାଉଣ୍ଡ ଗୁଳି ୨ ଜଣକୁ ଗିରଫ କଲା ପୋଲିସ । ଅପରାଧ ଘଟେଇବା ପୁର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ପଡ଼ିଲା ହାର୍ଡକୋର କ୍ରିମିନାଲ ।

ନିର୍ବାଚନ ପୂର୍ବରୁ ପୋଲିସର ଜିରୋ ଟଲରାନ୍ସ । ଅପରାଧ ଘଟାଇବା ପୂର୍ବରୁ ଜବତ ହେଲା ବିପୁଳ ବନ୍ଧୁକ ।୨୦୨୩ ମସିହାରେ କଟକ ଭୁବନେଶ୍ବରରେ ୩୮ ଟି ବନ୍ଧୁକ ୨୦୨୪ ରେ ୧୭ ଟି ବନ୍ଧୁକ ସିଜ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com