ରାଜନୀତି

ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହେଉଥିବା ଆଚରଣ ବିଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ବି ପଡିଥାଏ

ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହେଉଥିବା ଆଚରଣ ବିଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ବି ପଡିଥାଏ । କୌଣସି ରାଜନୈତିକ ଦଳ ସେମାନଙ୍କ ଜରିଆରେ ଅବୈଧ କାରବାର କରିପାରନ୍ତି ।

ଏହାକୁ ଟ୍ରାକ୍ କରିବା ପାଇଁ ନିର୍ବାଚନ କମିଶନ ସାଧାରଣ ଲୋକଙ୍କ ପାଇଁ ବି ନିୟମ ପ୍ରଣୟନ କରିଛନ୍ତି । ସାଧାରଣ ଲୋକମାନେ ୫୦ ହଜାରରୁ ଅଧିକ କ୍ୟାସ୍ ନିଜ ସାଥିରେ ନେଇ ଯାଇପାରିବେ ନାହିଁ । ଯଦି କେହି ଡକ୍ୟୁମେଣ୍ଟ ନ ଦିଏ ତେବେ ପଇସା ଜବତ କରିନିଆଯାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com