ଜାତୀୟରାଜନୀତି

ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟ ସଭା ଟିକେଟ ଦେଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ  ରାଷ୍ଟ୍ରୀୟ ଲୋକଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ଟିକେଟ ଦେଇଛି ସମାଜବାଦୀ ପାର୍ଟି । ଜୟନ୍ତ ଚୌଧୁରି ଉଭୟ ସପା-ଆରଏଲଡିର ମିଳିତ ପ୍ରାର୍ଥୀ ହେବେ । ପୂର୍ବରୁସମାଜବାଦୀ ପାର୍ଟି ପକ୍ଷରୁ ଡିମ୍ପଲ ଯାଦବ ରାଜ୍ୟ ସଭା ଯାଇ ପାରନ୍ତି ବୋଲି ଶୁଣାଯାଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com