ଜାତୀୟ

କେନ୍ଦ୍ର ସରକାର ପୁଣି ଥରେ କରିଛନ୍ତି ଡିଜିଟାଲ ଷ୍ଟ୍ରାଇକ

କେନ୍ଦ୍ର ସରକାର ପୁଣି ଥରେ କରିଛନ୍ତି ଡିଜିଟାଲ ଷ୍ଟ୍ରାଇକ । ଇଂଟରନେଟରେ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ପ୍ଲାଟଫର୍ମ ଗୁଡିକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

୧୮ଟି ଓଟିଟି ଆପ୍ସ, ୧୯ଟି ୱେବସାଇଟ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଏଥିସହ ୧୦ଟି ଆପ୍ସ ସମେତ ୫୭ଟି ସୋସିଆଲ ମିଡିଆର ହ୍ୟାଣ୍ଡେଲ ମଧ୍ୟରେ କଟକଣା ଲଗାଯାଇଛି । ଆଇଟି ଆକ୍ଟର ନିୟମକୁ ବାରମ୍ବାର ଉଲ୍ଲଂଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com