ଜାତୀୟ

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି. ନାଗରତ୍ନା ରାଜ୍ୟପାଳଙ୍କ ଦ୍ୱାରା ବିଲ୍ ଅବରୋଧ କରାଯିବାକୁ ସମାଲୋଚନା କରିଛନ୍ତି

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି. ନାଗରତ୍ନା ରାଜ୍ୟପାଳଙ୍କ ଦ୍ୱାରା ବିଲ୍ ଅବରୋଧ କରାଯିବାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ରାଜ୍ୟପାଳଙ୍କ କାମ ବିଲ ରୋକିବା ନୁହେଁ ବରଂ ଏହା ଉପରେ ନିଷ୍ପତ୍ତି ନେବା।

ଏହା ଏକ ଲଜ୍ଜାଜନକ ବିଷୟ ଅଦାଲତଙ୍କୁ ରାଜ୍ୟପାଳମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ମନେ ପକାଇବାକୁ ପଡୁଛି। ହାଇଦ୍ରାବାଦର ନାଲସର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ନାଗରତ୍ନା ଏହା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com