ବିଜ୍ଞାନ ଓ ପ୍ରଯୁକ୍ତି

ବର୍ଷ ବର୍ଷ ଧରି ବାଦୁଡ଼ି ଓ ମୂଷାମାନଙ୍କୁ ନେଇ ଏକ ଧାରାଣା ରହିଛି ଯେ, ଏହି ଦୁଇ ଜୀବ ଭୂତାଣୁ ସଂକ୍ରମଣ କରି ମାନବ ଶରୀରରେ ରୋଗ ବିସ୍ତାରର ପ୍ରମୁଖ କାରଣ

ବର୍ଷ ବର୍ଷ ଧରି ବାଦୁଡ଼ି ଓ ମୂଷାମାନଙ୍କୁ ନେଇ ଏକ ଧାରାଣା ରହିଛି ଯେ, ଏହି ଦୁଇ ଜୀବ ଭୂତାଣୁ ସଂକ୍ରମଣ କରି ମାନବ ଶରୀରରେ ରୋଗ ବିସ୍ତାରର ପ୍ରମୁଖ କାରଣ।

ହେଲେ ନିକଟରେ ହୋଇଥିବା ଏକ ବୈଜ୍ଞାନିକ ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ସତ୍ୟର ଖୁଲାସା କରିଛି। ବାସ୍ତବରେ ଭୂତାଣୁ ସଂକ୍ରମଣରେ ମାନବ ହିଁ ସବୁଠୁ ବଡ଼ ବିପଦ। କାରଣ ମାନବ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ଦୁଇ ଗୁଣା ଅଧିକ ଭୂତାଣୁ ସଂକ୍ରମଣ କରିଥାଏ ବୋଲି ଅନୁଧ୍ୟାନରୁ ଜଣାପଡିଛି।

Related Articles

Back to top button