କ୍ରୀଡ଼ା

ଚଳିତ ଆଇପିଏଲରେ ଗର୍ଜୁଛି ଅଭିଷେକ ଶର୍ମାଙ୍କ ବ୍ୟାଟ

ଚଳିତ ଆଇପିଏଲରେ ଗର୍ଜୁଛି ଅଭିଷେକ ଶର୍ମାଙ୍କ ବ୍ୟାଟ । ପ୍ରତି ମ୍ୟାଚରେ ଖେଳୁଛନ୍ତି ବିଧ୍ୱଂସୀ ଇନିଂସ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଅଭିଷେକ ଏବେ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୧୬୧ ରନ କରିଛନ୍ତି ।

ଯେଉଁଥିରେ ୧୨ଟି ଚୌକା ଓ ୧୫ଟି ବିଶାଳ ଛକା ରହିଛି । ଅଭିଷେକଙ୍କ ବିସ୍ଫୋରକ ଇନିଂସ ହାଇଦ୍ରାବାଦର ବିଜୟକୁ ସହଜ କରୁଛି । ସବୁଠୁ ବଡ କଥା ହେଲା, ଅଭିଷେକ ଯେତେ ପର୍ଯ୍ୟନ୍ତ କ୍ରିଜରେ ରହୁଛନ୍ତି ପ୍ରତିପକ୍ଷ ଟିମର ବୋଲରଙ୍କ ନିଦ ହଜାଇ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com