ବିଜ୍ଞାନ ଓ ପ୍ରଯୁକ୍ତି
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଆସିବା ଦିନରୁ ଟେକ୍ନୋଲୋଜିର ବିପଦ ଉପରେ ନିରନ୍ତର ଭାବେ ବିତର୍କ ଚାଲିଛି
![](https://i0.wp.com/odia.mobilenews24x7.com/wp-content/uploads/2024/04/images-1-6.jpeg?resize=300%2C168&ssl=1)
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଆସିବା ଦିନରୁ ଟେକ୍ନୋଲୋଜିର ବିପଦ ଉପରେ ନିରନ୍ତର ଭାବେ ବିତର୍କ ଚାଲିଛି। ଏଆଇ ଯେତିକି ଉପକାରୀ ତାଠୁ ଭୟାନକ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଆସୁଛନ୍ତି।
ଏ ଉପରେ ସ୍ୱର ଉଠାଇ ଆସୁଥିବା ଇତିହାସବିତ ତଥା ଲେଖକ ୟୋଭାଲ ନୋହ ହାରାରି ଆଉ ଏକ ଚେତାବନୀ ଦେଇଛନ୍ତି।