ଜାତୀୟ

ଟେକ୍ ଅଫ୍ ସମୟରେ ଏୟାରଲାଇନ୍ସର ବୋଇଙ୍ଗ ୭୩୭ର ଇଞ୍ଜିନରେ କିଛି ଅଦ୍ଭୁତ ଘଟଣା ଘଟୁଥିବା ଦେଖିବାକୁ ମିଳିଥିଲା

ଟେକ୍ ଅଫ୍ ସମୟରେ ଏୟାରଲାଇନ୍ସର ବୋଇଙ୍ଗ ୭୩୭ର ଇଞ୍ଜିନରେ କିଛି ଅଦ୍ଭୁତ ଘଟଣା ଘଟୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଚିନ୍ତାରେ ମଧ୍ୟ ପଡ଼ି ଯାଇଥିଲେ ବିମାନର କ୍ରୁ ସଦସ୍ୟ ।

ଭୟଭୀତ ହୋଇଯାଇଥିଲେ ବିମାନ ସଦସ୍ୟ । ମଝି ଆକାଶରେ ବିମାନର କ୍ରୁ ସଦସ୍ୟ ଦେଖିଥିଲେ ଯେ ଇଞ୍ଜିନ ନିକଟରେ କିଛି ଜିନିଷ ଉଡୁଛି । ଯାହାଫଳରେ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com