ଅନ୍ତର୍ଜାତୀୟ

ଅଷ୍ଟ୍ରେଲିଆର ଏକ ସପିଙ୍ଗ ମଲରେ ଛୁରାମାଡ ଘଟଣା ସାମ୍ନାକୁ ଆସିଛି

ଅଷ୍ଟ୍ରେଲିଆର ଏକ ସପିଙ୍ଗ ମଲରେ ଛୁରାମାଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।

ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ ସପିଙ୍ଗ ସେଣ୍ଟରରେ ଏହି ଆକ୍ରମଣ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ପୋଲିସ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com